ମହିଳା ଆଇନଜୀବୀଙ୍କୁ ଦୁଷ୍କର୍ମ କରିବା ଅପରାଧରେ ବିଚାରପତି ଗିରଫ

ହାଇଦ୍ରାବାଦ: ଜନୈକା ମହିଳା ଆଇନଜୀବୀଙ୍କୁ ଦୁଷ୍କର୍ମ କରିବା ଅପରାଧରେ ତେଲେଙ୍ଗାନା ସୂର୍ଯ୍ୟାପେଟ ଜିଲ୍ଲାର ଜୁନିୟର ସିଭିଲ୍‌ ଜଜ୍‌ ପୁଲିସ୍‌ ହାତରେ ଗିରଫ ହେବା ଘଟଣାକୁ କେନ୍ଦ୍ରକରି ସଂପ୍ରତି ଦେଶ ବ୍ୟାପି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି ହୋଇଛି। ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ସୂର୍ଯ୍ୟପେଟା ଜିଲ୍ଲା ଜୁନିୟର ସିଭିଲ ଜଜ୍‌ ସତ୍ୟନାରାୟଣାଙ୍କ କୋର୍ଟରେ ଓକିଲାତି କରୁଥିବା ଜନୈକା ମହିଳା ଆଇନଜୀବୀଙ୍କୁ ବିବାହ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଜଜ୍‌ … Continue reading ମହିଳା ଆଇନଜୀବୀଙ୍କୁ ଦୁଷ୍କର୍ମ କରିବା ଅପରାଧରେ ବିଚାରପତି ଗିରଫ